ଭୁବନେଶ୍ଵରରୁ ରାତି ଅଧରେ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ। ଜୟଦେବ ଭବନ ପରିସରରେ ଥିବା ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୃତ୍ତ । ଏ ନେଇ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସୁରକ୍ଷାକର୍ମୀ ଥିବା ସତ୍ତ୍ଵେ କିପରି ଦୁର୍ବୃତ୍ତ ଚନ୍ଦନ ଗଛ କାଟି ନେଲେ ଏହାକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *