Tag: Jayadev Bhavan

Sandalwood Tree Cut Down From Jayadeva Bhavan: ଜୟଦେବ ଭବନ ପରିସରରୁ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ଭୁବନେଶ୍ଵରରୁ ରାତି ଅଧରେ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ। ଜୟଦେବ ଭବନ ପରିସରରେ ଥିବା ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୃତ୍ତ । ଏ ନେଇ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସୁରକ୍ଷାକର୍ମୀ…