ଆକ୍ସନ ମୋଡ୍ରେ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ (ORERA) । ପଞ୍ଜିକୃତ ୧୧୩ ଜଣ ପ୍ରମୋଟର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ORERA । ତ୍ରୟୋମାସିକ ପୋଗ୍ରେସିଭ୍ ରିପୋର୍ଟ ଦାଖଲ କରିନଥିବାରୁ ନୋଟିସ୍ ଜାରି ହୋଇଥିବା ଜଣାପଡିଛି । Post navigation Jaleswar Assembly Election Case: ଜଳେଶ୍ୱର ବିଧାନସଭା ନିର୍ବାଚନୀ ମାମଲା; ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଦାୟର ମାମଲା ଖାରଜ Ganjam Road Accident: ଗଞ୍ଜାମ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଶୋକ, ୬ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା