ଗଞ୍ଜାମ ସଡ଼କ ଦୁର୍ଘଟଣାରେ ୬ ମୃତକଙ୍କ ପରିବାରକୁ ସହାୟତା ଘୋଷଣା। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । Post navigation ORERA Show Cause Notices: ୧୧୩ ପ୍ରମୋଟର୍ସଙ୍କୁ ORERA କାରଣ ଦର୍ଶାଅ ନୋଟିସ୍ Severe Heatwave kills 3 in Odisha