ଜଳେଶ୍ୱର ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଦାୟର ମାମଲା ଖାରଜ କଲେ ହାଇକୋର୍ଟ ।ବିଜେପିର ପରାଜିତ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ଆବେଦନ ଖାରଜ କରାଯାଇଥିଲା । ଭୋଟରଙ୍କୁ ପ୍ରଭାବିତ କରିଥିବା ଅଭିଯୋଗରେ ମାମଲା ଦାୟର ହୋଇଥିଲା । Post navigation Tribal gathering at Berhampur Station: Over 1,500 head to Delhi by Special Train ORERA Show Cause Notices: ୧୧୩ ପ୍ରମୋଟର୍ସଙ୍କୁ ORERA କାରଣ ଦର୍ଶାଅ ନୋଟିସ୍