ତାଜା ଖବର ରାଜନୀତି ରାଜ୍ୟ Jaleswar Assembly Election Case: ଜଳେଶ୍ୱର ବିଧାନସଭା ନିର୍ବାଚନୀ ମାମଲା; ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଦାୟର ମାମଲା ଖାରଜ May 22, 2026 Papirani ଜଳେଶ୍ୱର ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଦାୟର ମାମଲା ଖାରଜ କଲେ ହାଇକୋର୍ଟ ।ବିଜେପିର ପରାଜିତ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ଆବେଦନ ଖାରଜ କରାଯାଇଥିଲା । ଭୋଟରଙ୍କୁ ପ୍ରଭାବିତ…