ତାଜା ଖବର ରାଜ୍ୟ ORERA Show Cause Notices: ୧୧୩ ପ୍ରମୋଟର୍ସଙ୍କୁ ORERA କାରଣ ଦର୍ଶାଅ ନୋଟିସ୍ May 22, 2026 Papirani ଆକ୍ସନ ମୋଡ୍ରେ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ (ORERA) । ପଞ୍ଜିକୃତ ୧୧୩ ଜଣ ପ୍ରମୋଟର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ORERA । ତ୍ରୟୋମାସିକ ପୋଗ୍ରେସିଭ୍ ରିପୋର୍ଟ ଦାଖଲ କରିନଥିବାରୁ ନୋଟିସ୍ ଜାରି ହୋଇଥିବା ଜଣାପଡିଛି ।