ଭୋଟ ଦେବାକୁ ଆସି ଟଳି ପଡିଲେ ବୃଦ୍ଧ। ନୀଳଗିରି ନିର୍ବାଚନମଣ୍ଡଳୀ ଈଶ୍ୱରପୁର ପଂଚାୟତର ୧୫୯ ନଂ ବୁଥରେ ଘଟୁଛି ଏଭଳି ଅଭାବନୀୟ ଅଘଟଣ।

ବୁଥ ଭିତରେ ୭୭ ବର୍ଷୀୟ ବୃଦ୍ଧ ଜଣଙ୍କ ହଠାତ୍ ଟଳି ପଡ଼ିଥିବା ବେଳେ ତାଙ୍କୁ ସେଠାରୁ ଈଶ୍ୱରପୁର ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାଟି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅତ୍ୟଧିକ ଗରମ ପାଇଁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

By Nirvay

Leave a Reply

Your email address will not be published. Required fields are marked *