ଆଜି ରାଜ୍ୟରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସକାଳ ୯ଟା ସୁଦ୍ଧା ମୋଟ ୭.୬୯% ମତଦାନ ହୋଇଛି।ମୟୂରଭଞ୍ଜ ରେ ୭.୧୦%, ବାଲେଶ୍ବର ରେ ୭.୭୭%,ଭଦ୍ରକରେ ୭.୭୯%,କେନ୍ଦ୍ରାପଡ଼ାରେ ୭.୯୦% ,ଯାଜପୁର୭.୭୪% ଓ ଜଗତସିଂହପୁରରେ ୮.୨୩% ମତଦାନ ହୋଇଛି । ଆଜି ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ସକାଳ ୭ଟା ରୁ ମତଦାନ ଆରମ୍ଭ ହୋଇଛି।

By Nirvay

Leave a Reply

Your email address will not be published. Required fields are marked *