ହୀରାକୁଦରେ କାଲି ପ୍ରଥମ ବନ୍ୟା ଜଳ ନିଷ୍କାସନ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ । ହୀରାକୁଦ ବନ୍ଧ ଓ ଏହାର ଆଖପାଖ ଅଞ୍ଚଳକୁ ସୁରକ୍ଷା ଦୃଷ୍ଟିରୁ ଏକ ‘ନୋ ଫ୍ଲାଇଂ ଜୋନ୍’ (No Flying Zone) ଭାବେ ଘୋଷଣା କରାଯାଇଛି। ଜାତୀୟ ସୁରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଡ୍ରୋନ୍ ଉଡ଼ାଇବା ସଂପୂର୍ଣ୍ଣ ନିଷେଧ ରହିଛି । ମାଇକ୍ରୋଲାଇଟ୍ ବିମାନ ଓ ଅନ୍ୟାନ୍ୟ ମାନବହୀନ ବାୟୁ ଉପକରଣ ବି ନିଷେଧ କରାଯାଇଛି। Post navigation 2,200 Godabarish Mishra Adarsha Vidyalayas to be set up in First Phase in Odisha