ଭୁବନେଶ୍ବର ସୁନ୍ଦରପଦା ଆଜାଦ ନଗର ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ। ଭୁବନେଶ୍ୱରର ପଟିଆର ବାସିନ୍ଦା ରୋହନ ରଞ୍ଜନ ରାଉତରାୟ ଓରଫ ସାନୁ ନାମକ ଅଭିଯୁକ୍ତକୁ ବିସ୍ଫୋରଣର ପ୍ରାୟ ସାତ ମାସ ପରେ ଗିରଫ କରାଯାଇଥିଲା। ତାଙ୍କଠାରୁ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି NIA ।

ସୂଚନା ଅନୁଯାୟୀ; ଗତ ଜାନୁଆରୀ ୨୭ରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *