କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିନସ୍ଥ ତେନ୍ତୁଳିଗୁମ୍ମା ଜଙ୍ଗଲରୁ ପୁଣି ମାଓ ସାମଗ୍ରୀ ଜବତ କରାଯାଇଛି। ଜଙ୍ଗଲରୁ ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍‌ ବୋମା, ୪ଟି ଆଇଇଡି, ଡିଟୋନେଟର ଓ ଗୁଳି ସହ ବିପୁଳ ବିସ୍ଫୋରକ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ DVF ଯବାନ ଦ୍ବାରା ଜବତ ହୋଇଛି। ୧୦ ଦିନ ତଳେ ବୈପାରୀଗୁଡ଼ା ଥାନାଞ୍ଚଳରୁ ମାଓ ଡମ୍ପ ଠାବ ହୋଇଥିଲା ।

Leave a Reply

Your email address will not be published. Required fields are marked *

loader