ଚଳିତବର୍ଷ ନିର୍ବାଚନ ପାଇଁ ହଉଥିବ ଭୋଟ ଗଣତି ମଧ୍ୟରେ ଗଞ୍ଜାମରେ ବିଜେଡିକୁ ମିଳିଛି ଶକ୍ତ ଝଟକା । ରାଜ୍ୟସରକାରଙ୍କ କୁହାଯାଉଥିବା ଗଡ ଗଞ୍ଜାମରେ ୧୩ଟି ବିଧାନସଭା ମଧ୍ୟରୁ ୧୧ ଟିରେ ବିଜେପି ଆଗରେ ଥିବା ସୂଚନାମିଳିଛି । ସେହିପରି ସାନଖେମୁଣ୍ଡିରେ କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛି ।

Leave a Reply

Your email address will not be published. Required fields are marked *