ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଜାଗା ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁ ଗିରଫ ହୋଇଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଅଜିତ ସାହୁଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ୨୦୨୪ ମସିହାରେ ଦିଲ୍ଲୀର ତୁଗଲକ ରୋଡ୍ ଥାନାରେ ଏହି ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା ଏବଂ ପୋଲିସ ତଦନ୍ତ ଆରମ୍ଭ କରିଥିଲା। କୋର୍ଟଙ୍କ ବାରମ୍ବାର ସମନ ସତ୍ତ୍ୱେ ହାଜର ନହେବାରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଜିତ ସାହୁଙ୍କୁ ‘ପଲାତକ’ ଘୋଷଣା କରିବା ସହ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। Post navigation Mill Sugar Prices Drop: ପ୍ରାୟ ୨୦% କମିଲା ମିଲ୍ ଚିନି ଦର: ଖୁଚୁରା ଦର ମଧ୍ୟ କମୁଛି Fire Breaks Out at Car Showroom in Brahmapur: ବ୍ରହ୍ମପୁର ହଳଦିଆପଦର କାର୍ ସୋ’ରୁମ୍ରେ ଭୟାବହ ଅଗ୍ନିକାଣ୍ଡ