NEET-UG 2026 ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଉ ୨ ଗିରଫ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ NEET-UG 2026 ପେପର୍ ଲିକ୍ ମାମଲାରେ ଡାକ୍ତର ମନୋଜ ଶିରୁରେ ଓ ତେଜସ୍ ହର୍ଷଦକୁମାର ଶାହ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଲାପଟପ୍ ଓ ମୋବାଇଲ୍ ଫୋନ୍ ଜବତ କରି ତଦନ୍ତ କରୁଛି ସିବିଆଇ । ଏହି ୨ ଗିରଫ ପରେ ୧୩ରେ ପହଞ୍ଚିଛି ମୋଟ୍ ଗିରଫଙ୍କ ସଂଖ୍ୟା । Post navigation Odisha Assembly forms Committee to select Best MLA SC Upholds EC’s Power to Conduct SIR: ସମଗ୍ର ଭାରତରେ SIR ପରିଚାଳନା ପାଇଁ ECIର କ୍ଷମତାକୁ ସୁପ୍ରିମକୋର୍ଟଙ୍କ ସମର୍ଥନ