ରାଜନୀତି ରାଜ୍ୟ ଶଙ୍ଖ ଦଳରେ ସ୍ଥାନ ନାହିଁ ହିରୋଙ୍କର; ବବିଙ୍କ ଭିଣୋଇ ଅରିନ୍ଦମ ବିଜଦ ଛାଡ଼ି ଭାଜପାରେ March 15, 2024 Nirvay ନିର୍ଭୟ ମିଡିଆ: ମନୋଜ କୁମାରଙ୍କ ଫିଲ୍ମରେ ଯେମିତି ଅନ୍ୟ କୌଣସି ନାୟକଙ୍କର ଆବଶ୍ୟକତା ନଥାଏ, ଏବେ ସେମିତି ବିଜୁ ଜନତା ଦଳରେ ଆଉ ତାରକାମାନଙ୍କର ଆବଶ୍ୟକତା ନାହିଁ । କାଟ୍ତି ନାହିଁ । ଭୋଟରମାନଙ୍କୁ ଲୋଭେଇବା ପାଇଁ ସେମାନଙ୍କ ପ୍ରଚାର ଆଉ…
ରାଜନୀତି ରାଜ୍ୟ ଶଙ୍ଖ ଛାଡି ପଦ୍ମ ଧରିଲେ ଅଭିନେତା ଅରିନ୍ଦମ ରାୟ March 15, 2024 Nirvay ବିଜେଡିରୁ ଇସ୍ତଫା ଦେଇ ଆଜି ବିଜେପିରେ ଯୋଗ ଦେଲେ ଅଭିନେତା ଅରିନ୍ଦମ ରାୟ। ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି…
ବ୍ୟବସାୟ ରାଜନୀତି ଓଡ଼ିଶା କଂଗ୍ରେସର ଗ୍ୟାରେଣ୍ଟି ସ୍କିମ୍; ପଢନ୍ତୁ ପୁରା ଖବର March 15, 2024 Nirvay ଆସନ୍ତାକାଲି ନୋଟିଫିକେସନ୍ ଜାରି କରିବେ ନିର୍ବାଚନ କମିଶନ । ଏହା ପୂର୍ବରୁ ଓଡ଼ିଶା କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି ।୯ଟି ବଡ ଗ୍ୟାରେଣ୍ଟି ସହିତ ୯୦ ସଙ୍କଳ୍ପ ଜାରି କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟରେ…
ରାଜନୀତି ରାଜ୍ୟ ବିଜେପି ମିଶ୍ରଣ ପର୍ବ; ଯୋଗ ଦେଲେ ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ March 15, 2024 Nirvay ବିଜେପିରେ ମିଶିଲେ ବିଜେଡ଼ି ନେତା ତଥା ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକ ମାନଙ୍କ ସହ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ଏହାସହ ଯାଜପୁର ଅଞ୍ଚଳର ଯୁବ ସମାଜସେବୀ…
ରାଜନୀତି ରାଜ୍ୟ ନବୀନ ନିବାସରେ ବୈଠକ; ମେଣ୍ଟ ବିଷୟରେ ଆଲୋଚନା ହେଲାନି March 14, 2024 Nirvay ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ। ଏଥିରେ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କୋର କମିଟି ସଦସ୍ଯ ସାମିଲ ହୋଇଛନ୍ତି। ବୈଠକର ପ୍ରତି ବୁଥ, ବ୍ଲକ ଓ ଜିଲ୍ଲାୱାରୀ…
ରାଜନୀତି ରାଜ୍ୟ ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ March 14, 2024 Nirvay ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ। ଏଥିରେ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କୋର କମିଟି ସଦସ୍ଯ ସାମିଲ ହୋଇଛନ୍ତି। ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ…
ରାଜନୀତି ରାଜ୍ୟ କେନ୍ଦ୍ରୀୟ ନେତୃତ୍ୱ ନେବେ ଓଡ଼ିଶା ଉପରେ ନିଷ୍ପତ୍ତି: ମନମୋହନ ସାମଲ March 14, 2024 Nirvay ମେଣ୍ଟ ପ୍ରସଙ୍ଗରେ ପୁଣି ନିଜ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ସଂସଦୀୟ କମିଟି ବୈଠକ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ସେ ଏହା ମଧ୍ୟ କହିଛନ୍ତି ଯେ ଗଣମାଧ୍ୟମ ତାଙ୍କ…
ରାଜନୀତି ରାଜ୍ୟ କାଲି ବସିବ ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ March 14, 2024 Nirvay ଆସନ୍ତା କାଲି କାଲି ବସିବ ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ। ଏହା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସୂଚନା ଅନୁଯାୟୀ ନିର୍ବାଚନ କମିଟି ବୈଠକରେ ସବୁ ଆସନ ପାଇଁ ପ୍ରାର୍ଥୀ ସ୍ଥିର ହେବ।ମିଟିଂର ସବିଶେଷ ତଥ୍ୟ…
ରାଜନୀତି ରାଜ୍ୟ ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ March 14, 2024 Nirvay ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଥମିନଥିବାବେଳେ, ଆଜି ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଓଡିଶା ଫେରିବା ପରେ ମେଣ୍ଟ ସମ୍ପର୍କରେ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସବୁ ଠିକ୍…
ରାଜନୀତି ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡାକିଲେ ଗୁରୁତ୍ଵପୂର୍ଣ୍ଣ ବୈଠକ March 13, 2024 Nirvay ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡାକିଛନ୍ତି ଗୁରୁତ୍ଵପୂର୍ଣ୍ଣ ବୈଠକ। ଆସନ୍ତାକାଲି ଅପରାହ୍ନରେ ନବୀନ ନିବାସରେ ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକରା ହୋଇଛି। ମେଣ୍ଟ ଚର୍ଚ୍ଚା ଭିତରେ ବୈଠକ ଡକରା ନେଇ ରାଜନୀତି…