Category: ରାଜନୀତି

ଓଡ଼ିଶାରେ ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି ପ୍ରେସମିଟରେ ଆରୋପ ଲଗାଇଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ରାଜ୍ୟରେ ସରକାରୀ ଚାକିରି ବିକ୍ରି ହେଉଛି ବୋଲି କହିଲେ ଅନିଲ ବିଶ୍ୱାଳ । ୨୦ ହଜାର ଶିକ୍ଷକ ପଦବୀରୁ ଅଧାରୁ…

ଗୁଆ ଚାଉଳ ବିବାଦ, ଏମିତି କିଛି କହିଲେ ବିଜେପି ନେତା ଜୟନ୍ତ ଷଡ଼ଙ୍ଗୀ

ଭୁବନେଶ୍ୱର: ଲାଗିରହିଛି ଅର୍ପଣ ରଥକୁ ନେଇ ବିବାଦ। ରାଜ୍ୟସାରା ସଂଗ୍ରହ ହେଇଥିବା ଗୁଆ ଚାଉଳକୁ ନେଇ ଆଜି ମୁହଁ ଖୋଲିଛନ୍ତି ବିଜେପି ନେତା ଜୟନ୍ତ ଷଡ଼ଙ୍ଗୀ। ତାଙ୍କ କହିବା ଅନୁଯାୟୀ ସଂଗ୍ରହ ହେଉଥିବା ଚାଉଳ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ପହଞ୍ଚିବ ନାହିଁ।…

ବିଜେପି ରାଜ୍ୟ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା ଘୋଷଣା

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା ଘୋଷଣା କରାଯାଇଛି । ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ; ମହିଳା ମୋର୍ଚ୍ଚା ପ୍ରଭାରୀ…

କଂଗ୍ରେସର ମିଶ୍ରଣ ପର୍ବ; ଯୋଡ଼ି ହେଲେ ଗମାଙ୍ଗ ପରିବାର

ଭୁବନେଶ୍ୱର: କଂଗ୍ରେସରେ ଯୋଗଦେଲେ ଗମାଙ୍ଗ ପରିବାର । ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର । ଗମାଙ୍ଗ ପରିବାର ସହ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ…

ଆସନ୍ତା ୨୨ ତାରିଖ ପାଇଁ ଛୁଟି ଦାବି କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ଭୁବନେଶ୍ୱର: ବିରୋଧୀ ଦଳ ନେତାଙ୍କ ପରେ ଛୁଟି ଦାବି କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ୨୨ ତାରିଖ ପାଇଁ ଛୁଟି ଦାବି କଲେ ପ୍ରେସ ମିଟରେ। ଗତକାଲି ୨୨ ତାରିଖ ଦିନ ରାଜ୍ୟ ସରକାର ଛୁଟି ଘୋଷଣା କରିବାକୁ ଦାବି…

କଂଗ୍ରେସର ବିଭିନ୍ନ ନିଯୁକ୍ତିକୁ ନେଇ ବଡ଼ ଖବର

ଭୁବନେଶ୍ୱର: ଆସନ୍ତା ୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ଘୋଷଣ। ଅଜୟ କୁମାର ଗତକାଲି ନୂଆ ନିଯୁକ୍ତି ପଞ୍ଚାନନ କାନୁନ୍‌ଗୋ PCC ୱାର ରୁମ୍‌ ଅଧ୍ୟକ୍ଷ ନିଯୁକ୍ତ ଦେଇଛନ୍ତି। କେବଳ ଏତିକି ନୁହଁ ବିସ୍ମୟ ମହାପାତ୍ର, ଜିନେଷ ଦାସ, ପ୍ରକାଶ…

ଜାନୁଆରୀ ୧୭ ଓ ୨୨ ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଦ ବିକ୍ରି ନିଷେଧ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି ।ଆସନ୍ତାକାଲି ଜାନୁଆରୀ ୧୭ ଏବଂ ଜାନୁଆରୀ ୨୨ ତାରିଖରେ ସମସ୍ତ ମଦ ଦୋକାନ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ତରପରୁ ନିର୍ଦ୍ଦେଶ ଜାରି କରାଯାଇଛି । ସାରା ଜିଲ୍ଲାରେ ବନ୍ଦ ରହିବ…

ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ପାଇଁ ବିଜେପିର ଦାବି

ଭୁବନେଶ୍ବର: ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରନ୍ତୁ। ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ୫ଶହ ବର୍ଷର ସଂଘର୍ଷ ପରେ…

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ: ଧାନମଣ୍ଡି ଅବ୍ୟବସ୍ଥା ନେଇ ଆଜି ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସମର୍ଥନ କରୁଛି ଜିଲ୍ଲା କୃଷକ ସଂଘ। ସକାଳ ୬ଟାରୁ ସନ୍ଧ୍ୟା…

ନବୀନ ପଟ୍ଟନାୟକଙ୍କୁ ସିଧା ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।…