Category: ଦେଶ

Payal Nag stuns Sheetal Devi: ପାରା ଆର୍ଚେରୀ ୱାର୍ଲ୍ଡ ସିରିଜରେ ବିଶ୍ୱର ନମ୍ବର-୧ ତୀରନ୍ଦାଜଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ପାୟଲ ନାଗ

ପାରା ଆର୍ଚେରୀ ୱାର୍ଲ୍ଡ ସିରିଜରେ ଓଡ଼ିଶାର ପାୟଲ ନାଗ ଆଜି ଇତିହାସ ରଚିଛନ୍ତି । ସେ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଶୀତଲ ଦେବୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପାୟଲଙ୍କ ଏହି ସଫଳତା ସହ ଭାରତ ପଦକ ତାଲିକାର ଶୀର୍ଷରେ…

Highway Projects in Odisha: ଓଡ଼ିଶାରେ ହାଇୱେ ପ୍ରକଳ୍ପ ପାଇଁ ₹୪୪୭.୧୧ କୋଟି ମଞ୍ଜୁର ନେଇ ନିତିନ ଗଡ଼କରୀଙ୍କ ସୂଚନା

ଓଡ଼ିଶାରେ କୁରୁମପୁରୀ-ରାଜ ଖରିଆର ସେକ୍ସନର ଉନ୍ନତି ପାଇଁ ₹୪୪୭.୧୧ କୋଟି ମଞ୍ଜୁର ହୋଇଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ନେଇ ଆଜି ନିତିନ ଗଡ଼କରୀ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର…

NCERT Granted Deemed University: ବିଶ୍ବବିଦ୍ୟାଳୟ ହେଲା NCERT

ସ୍ବତନ୍ତ୍ର ଡିମ୍ଡ ବିଶ୍ବବିଦ୍ୟାଳୟ ହୋଇଛି NCERT। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)କୁ ଆନୁଷ୍ଠାନିକ ଭାବରେ “ଡିମ୍ଡ୍-ଟୁ-ବି ବିଶ୍ୱବିଦ୍ୟାଳୟ” ମାନ୍ୟତା ପ୍ରଦାନ କରାଯାଇଛି । ଫଳରେ ଏହାଦ୍ବାରା…

Raghav Chadha Hits Out at AAP: ଆପ୍ ଉପରେ ବର୍ଷିଲେ ରାଘବ ଚଢ଼ା

ରାଜ୍ୟସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ ଆମ ଆଦମୀ ପାର୍ଟିର ନିଷ୍ପତ୍ତି ଉପରେ ରାଘବ ଚଢ଼ା ପ୍ରତିକ୍ରିୟା ଦେଇ ଏକ ଭିଡିଓ ସୋସିଆଲ ମେଡିଆରେ ସେୟାର କରିଛନ୍ତି । ପ୍ରତିକ୍ରିୟାରେ ସେ ଆପ୍ ଓ ଆପ୍ ମୁଖିଆ କେଜରିୱାଲଙ୍କୁ ନିଶାନା…

INS Aridhaman and Taragiri Commissioned: ନୌସେନାରେ ସାମିଲ ହେଲା INS ‘ଅରିଦମନ’ ଓ INS ‘ତାରାଗିରି’

ପରମାଣୁ ବୁଡ଼ାଜାହାଜ INS ‘ଅରିଦମନ’ ଏବଂ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଉନ୍ନତ ଯୁଦ୍ଧ ଜାହାଜ INS ‘ତାରାଗିରି’ ଆଜି ନୌସେନାରେ ସାମିଲ ହୋଇଛି । ଭାରତର ତୃତୀୟ ସ୍ୱଦେଶୀ ନିର୍ମିତ ପରମାଣୁ ବାଲିଷ୍ଟିକ ବୁଡ଼ାଜାହାଜ INS ‘ଅରିଦମନ’ ଗଭୀର ସମୁଦ୍ରରେ ପରମାଣୁ…

Rajya Sabha Oath Taking Ceremony: ଜାଣନ୍ତୁ କେବେ ନେବେ ଶପଥ ନୂଆ ରାଜ୍ୟସଭା ସାଂସଦ

ଆସନ୍ତା ୬ ତାରିଖରେ ରାଜ୍ୟସଭା ସାଂସଦ ଭାବେ ମନମୋହନ ସାମଲ, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ଶପଥ ନେବେ । ତେବେ ସୁଜିତ କୁମାର ଆସାମ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଥିବାରୁ ଅପ୍ରେଲ ୧୬ ତାରିଖରେ ଶପଥ ଗ୍ରହଣ…

Palasa–Ichapuram Section Shifted: ଦକ୍ଷିଣ ତଟ ରେଲୱେ ଜୋନ୍ ଅଧୀନକୁ ଗଲା ପଲାସା-ଇଚ୍ଛାପୁରମ

ରେଳ ମନ୍ତ୍ରଣାଳୟ ଗୁରୁବାର ଦିନ ପ୍ରସ୍ତାବିତ ଦକ୍ଷିଣ ତଟ ରେଳପଥ (SCoR) ଜୋନର କ୍ଷେତ୍ରାଧିକାରକୁ ସଂଶୋଧନ କରି ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛି, ଯାହା ଦ୍ୱାରା ଓଡ଼ିଶାର ଏକ ପ୍ରମୁଖ ରେଳ ବିଭାଗକୁ ଏହାର ପରିସରଭୁକ୍ତ କରାଯାଇଛି । ରେଳ…

Hormuz Crisis: ହର୍ମୁଜ ବୈଠକରେ ସାମିଲ୍ ହେବ ଭାରତ

ହର୍ମୁଜ ପ୍ରଣାଳୀ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏହି ୩୫ ରାଷ୍ଟ୍ରକୁ ନେଇ ହେବାକୁ ଥିବା ବୈଠକରେ ସାମିଲ୍ ହେବ ଭାରତ। ଭାରତକୁ ନିମନ୍ତ୍ରଣ ଆସିଥିବା ନେଇ ସ୍ପଷ୍ଟ କଲେ MEA ମୁଖପାତ୍ର ଜୟସ୍ବାଲ୍ । ଭାରତ ପକ୍ଷରୁ…

AAP Removes Raghav Chadha: ରାଘବ ଚଢ଼ାଙ୍କୁ ଦଳର ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆପ୍‌

ବରିଷ୍ଠ ରାଜନେତା ରାଘବ ଚଢ଼ାଙ୍କୁ ଆମ ଆଦମୀ ପାର୍ଟି, ଦଳର ରାଜ୍ୟସଭା ଉପନେତା ପଦରୁ ହଟାଇ ଦେଇଛି । ଆପ, ରାଜ୍ୟସଭା ସଚିବାଳୟକୁ ଚିଠି ଲେଖି ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଦଳର ଉପନେତା ପଦରୁ ବହିଷ୍କାର କରିବାକୁ ଅନୁରୋଧ କରିଛି ।…

Petrochemical Product: ପେଟ୍ରୋକେମିକାଲ୍ ସାମଗ୍ରୀରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼

ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଉପୁଜିଥିବା ସମସ୍ୟାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ସରକାର ।…