ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ଯୋଜନାବଦ୍ଧ ଭାବେ ଦଳ ଅଣଦେଖା କରିବା ଅନୁଭବ କରି ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ସେ କହିଛନ୍ତି ଦଳ ମୋର ସେବା ଚାହୁଁନି ବୋଲି ଅନୁଭବ କରୁଛି । ଯୋଜନାବଦ୍ଧ ଭାବେ ଦଳ ଅଣଦେଖା କରିବା ଅନୁଭବ କରୁଛି । ତେଣୁ ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଛି। Post navigation Fuel Prices Hiked Again: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର Debashish Samantaray resigns from Rajya Sabha