ବିଜେଡି ତରଫରୁ ୨୦୨୪ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି କ୍ରମରେ ଦଳ ଏଥର ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ରେଙ୍ଗାଲି- ସୁଦର୍ଶନ ହରିପାଲ

ରାଉରକେଲା- ସାରଦା ନାୟକ

ବୀରମିତ୍ରପୁର- ରୋହିତ ଜୋସେଫ ତିର୍କୀ

କେନ୍ଦୁଝର- ମୀନା ମାଝୀ

ରାଇରଙ୍ଗପୁର- ରାଇସିନ୍ ମୁର୍ମୁ

ବାଲେଶ୍ୱର- ସ୍ୱରୂପ ଦାସ

ବାରବାଟୀ କଟକ- ପ୍ରକାଶ ବେହେରା

ସାଲେପୁର- ପ୍ରଶାନ୍ତ ବେହେରା

ଜୟଦେବ- ନବକିଶୋର ମଲ୍ଲିକ

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *