Author: Nirvay

ଦିଲ୍ଲୀରେ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା

ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଡାକ୍ତର ହେଲେ ଜାଭେଦ। କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ଦୁଇ ଜଣ ଡ୍ରେସିଂ କରିବାକୁ ଆସିଥିବା ବେଳେ ଆହତ ଅବସ୍ଥାରେ କ୍ୟାବିନରେ ପଶି…

ଜୋତାରେ ଲୁଚିଥିବା ମାରାତ୍ମକ କୋବ୍ରା କାମୁଡିଲା; ଜୋତା ପିନ୍ଧିବାର ସଠିକ ଉପାୟ କହିଲେ ବିଶେଷଜ୍ଞ

ନିକଟରେ ଭୁବନେଶ୍ୱରସ୍ଥିତ ଚକେଇସିହାଣୀରେ ରହୁଥିବା ସୁନୀଲ ପଣ୍ଡା ଜୋତା ପିନ୍ଧିବାକୁ ଚେଷ୍ଟା କରୁଥିବା ବେଳେ ଏକ ମାରାତ୍ମକ କୋବ୍ରା କାମୁଡ଼ି ଦେଇଥିଲା। ସାପଟି ଗୋଟିଏ ଜୋତା ଭିତରେ ଲୁଚି ରହିଥିଲା ଏବଂ ଜୋତା ଉଠାଇବା କ୍ଷଣି ଏହା ସୁନୀଲଙ୍କ ଡାହାଣ ହାତକୁ…

ଓଡ଼ିଶାରେ ହେବ ବିରାଟ ପୁଞ୍ଜିନିବେଶ; ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦୁଇଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାକୁ ବଡ଼ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ। ଦୁଇଦିନିଆ ଗସ୍ତରେ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ୱାନ ଟୁ ୱାନ…

ଖଦି ବ୍ୟବହାର ପାଇଁ ମନମୋହନଙ୍କ ଆହ୍ବାନ

ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଖଦି ବୋର୍ଡ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଖଦି ବୋର୍ଡର ପୁନରୁଦ୍ଧାର ପାଇଁ ୩୦ ଲକ୍ଷ ଟଙ୍କା କେନ୍ଦ୍ର ଦେଇଛି ବୋଲି ଶ୍ରୀ ସାମଲ କହିଛନ୍ତି। ଦେଶର…

ନୀତିକାନ୍ତିରେ ବିଭ୍ରାଟ କଲେ କଠୋର ପଦକ୍ଷେପ ନିଆଯିବ: ଆଇନମନ୍ତ୍ରୀ

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ଅବଢ଼ା ରନ୍ଧାହେବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ସମୀକ୍ଷା ଚାଲିଛି। ନୀତିକାନ୍ତିରେ ବିଭ୍ରାଟ କଲେ କୋଠର ପଦକ୍ଷେପ ନିଆଯିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ କଠୋର ପଦକ୍ଷେପ…

ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛ ଭାରତ ଅଭିଯାନ ଦେଶବ୍ୟାପୀ ପାଳନ କରାଯାଉଛି। ଏହି ଅବସରରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇଛନ୍ତି। ଦେଶବାସୀଙ୍କ ସହଯୋଗରେ ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଲା, ସ୍ବଚ୍ଛ ଭାରତ…

କାର୍ଯ୍ୟରେ ଅବହେଳା ନେଇ ୫ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣାରେ କାର୍ଯ୍ୟରେ ଅବହେଳା ନେଇ ୫ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୋଚ୍ଛାପଡ଼ା ଥାନା ଏଏସଆଇ, ହାବିଲଦାର ଓ ୩ ହୋମଗାର୍ଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୩ ହୋମଗାର୍ଡ…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ବୁଧବାର ସକାଳେ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ପୁଣେର ବାୱଧନ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ହେଲିକପ୍ଟରଟି ଅକ୍ସଫୋର୍ଡ ଗଲ୍ଫ କୋର୍ସ ରିସର୍ଟରୁ ଜୁହୁ ଅଭିମୁଖେ ଯାଉଥିଲା। ମୃତକମାନେ ହେଲେ ଗିରିଶ କୁମାର ପିଲ୍ଲାଇ, ପ୍ରୀତମଚାନ୍ଦ…

ସରକାର ଚଳାଇବେ ଅନ୍‌ଲାଇନ ଅଟୋ ଓ କାର୍‌

ଏଥର ଅନ୍‌ଲାଇନ ଅଟୋ ଓ କାର୍‌ ସରକାର ଚଳାଇବେ। ରାଜ୍ୟ ସରକାର ଅନ୍‌ଲାଇନ ଅଟୋ ଓ କାର୍‌ ସେବା ଯୋଗାଇବେ। ଖୁବଶୀଘ୍ର ଏହି ଯାତ୍ରୀ ସେବା ଆରମ୍ଭ ହେବ। ରାଜ୍ୟ ପରିବହନ କମିଶନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

ହବିଷ୍ୟାଳିଙ୍କ ପାଇଁ ଅଢ଼େଇ କୋଟି ଅନୁମୋଦନ

ପୁରୀରେ ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କରାଯାଇଛି। ଅର୍ଥରାଶି ସହିତ ହବିଷ୍ୟାଳିଙ୍କୁ କାର୍ତ୍ତିକ ମାସ ବ୍ରତ ପାଳନ ନିମନ୍ତେ ସମସ୍ତ ସୁବିଧା ଓ ସହଯୋଗ…