Author: Nirvay

ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ

ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ । ସବୁଜ ବଦଳରେ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ ଛାତ୍ରଛାତ୍ରୀ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଡ୍ରେସ୍। ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ୟୁନିଫର୍ମ ବଣ୍ଟାଯିବ। ପୁରୁଣା…

ରାଜଧାନୀରେ ଲଜ୍ଜା; ଚୋରି କରିବାକୁ ଆସି ମହିଳାଙ୍କୁ ଦୁଷ୍କର୍ମ

ରାଜଧାନୀରେ ଲଜ୍ଜା। ଘରୁ ଚୋରି କରିବାକୁ ଆସିଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରବୀବର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଲୁଟେରା ଲୁଟ୍…

କୌଣସି ଧାର୍ମିକ ସ୍ଥଳ ସର୍ବସାଧାରଣ ଅଧିକାରରେ ବାଧା ସୃଷ୍ଟି କରିପାରିବ ନାହିଁ: ସୁପ୍ରିମକୋର୍ଟ

ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ରାସ୍ତା, ଜଳାଶୟ କିମ୍ବା ରେଳଧାରଣା ଉପରେ ଉଲ୍ଲଂଘନ କରୁଥିବା କୌଣସି ଧାର୍ମିକ ଢାଞ୍ଚାକୁ ହଟାଇବା ଜରୁରୀ । ଅଦାଲତ ଭାରତର ଧର୍ମନିରପେକ୍ଷ…

ରୋହତାଙ୍ଗ ପାସ୍ ବିମାନ ଦୁର୍ଘଟଣା; ୫୬ ବର୍ଷ ପରେ ଆଉ ୪ ମୃତଦେହ ଉଦ୍ଧାର

ହିମାଚଳ ପ୍ରଦେଶର ରୋହତାଙ୍ଗ ପାସ୍ ଉପରେ ଭାରତୀୟ ବାୟୁସେନାର ଏଏନ୍-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୫୬ ବର୍ଷରୁ ଅଧିକ ସମୟ ପରେ ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯାହା ଭାରତର ଦୀର୍ଘ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ…

ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ଡିଜିପିଙ୍କ ପରାମର୍ଶ

ଭଦ୍ରକସ୍ଥିତ ଧାମନଗରରେ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ। ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜି ଅପିଲ କରିଛନ୍ତି। ଧାମନଗର ଥାନାରେ ସମୀକ୍ଷା ପରେ ଡିଜିପି ଏହି ଅପିଲ କରିଛନ୍ତି।ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା…

କାଲିଠୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ରହିବେ। ୩ ତାରିଖରେ ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟକୁ ନିବେଶ ଆଣିବାକୁ ନିବେଶକଙ୍କ…

ଫେରିଲେ ଏସପି ଡ଼. ଶ୍ରବଣ ବିବେକ; ମଦ ମାଫିଆ, ବାଲି ଚୋର ଓ ସୁନା ବେପାରୀ ଥରହର

ରବିବାର ମୋହନ ସରକାର ତାଙ୍କର ବହୁ ପ୍ରତିକ୍ଷିତ ପୋଲିସ ପ୍ରଶାସନରେ ଐତିହାସିକ ଅଦଳବଦଳ କରିଛନ୍ତି। ୨୨ ଜଣ ଏସପିଙ୍କୁ ବଦଳି କରାଯାଇଥିଲା ବେଳେ ବ୍ରହ୍ମପୁରରେ ଏସପି ଭାବେ ପୁଣି ଶ୍ରବଣ ବିବେକ ଏମଙ୍କୁ ଅବସ୍ଥାପିତ କରାଯାଇଛି। ଗତ ସାଧାରଣ ନିର୍ବାଚନର ଅବ୍ୟବହିତ…

ଗୋବିନ୍ଦଙ୍କ ଦେହରେ ଗୁଳି ବାଜିଲା; ହସ୍ପିଟାଲରେ ଭର୍ତ୍ତି

ଅଭିନେତା ଗୋବିନ୍ଦା ସକାଳ ପ୍ରାୟ ୪.୪୫ରେ ଆପଏଣ୍ଟମେଣ୍ଟ ପାଇଁ ଯାଉଥିବା ବେଳେ ହଠାତ୍ ବନ୍ଧୁକରେ ନିଜ ଗୋଡ଼ରେ ଗୁଳି ମାଡ଼ କରିଥିଲେ। ସଙ୍ଗେ ସଙ୍ଗେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି। ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା…

ଧାମନଗରରେ ପହଞ୍ଚିଲେ ଡିଜିପି ୱାଇ. ବି ଖୁରାନିଆ

ଭଦ୍ରକ ଧାମନଗରରେ ପହଞ୍ଚିଲେ ପୋଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ଆଲୋଚନା ଚାଲିଛି। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି…

ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି: ଅନିଲ ବିଶ୍ୱାଳ

ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ…