ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଜେଏସ୍-୨୦୨୩ ପରୀକ୍ଷାରେ ବାଜି ମାରିନେଲେ ଝିଅ । ଏହି ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ସମୁଦାୟ ୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୪ ଜଣ ଝିଅ ଓ ୯ ଜଣ ପୁଅ ପରୀକ୍ଷାର୍ଥୀ ଅଛନ୍ତି । ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୋମେଶ ରଣବିଜୁଳି। ସେହିଭଳି ଅରୁଣିମା ପତି ଦ୍ୱିତୀୟ ଓ ପାଏଲ ଅତ୍ତା ତୃତୀୟ ସ୍ଥାନରେ ଅଛନ୍ତି । Post navigation ତାରା ବାହିନୀପତି କ୍ଷମା ମାଗିଲେ ନିଲମ୍ବନ ହଟିବ କହିଲେ ବାଚସ୍ପତି ମାର୍ଚ୍ଚ ୧୮ ରୁ ଖୋଲିବ ପାରଦର୍ଶୀ ପୋର୍ଟାଲ