Author: Nirvay

ଜଗା ଦର୍ଶନ ହେବ ସହଜ, ନୂଆବର୍ଷରୁ ଧାଡ଼ି ଦର୍ଶନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

ଜାନୁଆରୀ ୧ ରୁ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରରେ ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ପରୀକ୍ଷା ମୂଳକ ଭାବେ ଡିସେମ୍ବର ୨୮ ଏବଂ ୨୯ ତାରିଖରେ ଟ୍ରାଏଲ ରନ୍‌ କରାଯିବ । ଏ ନେଇ ସୂଚନା ଦେଇଛନ୍ତି…

ବିଜେଡି ନିଜ ହାରିବାର ଆତ୍ମସମୀକ୍ଷା କରିବା ଆବଶ୍ୟକ: ସାଂସଦ ବଳଭଦ୍ର ମାଝୀ

ଲୋକଲୋଚନରେ ରହିବା ପାଇଁ ବିଜେଡି ବ୍ୟର୍ଥ ପ୍ରୟାସ ଜାରୀ ରଖିଛି ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ । ବିନା ତଥ୍ୟ ଆଧାରରେ ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ ଏବଂ ନିର୍ବାଚନ ସରିବାର ୬ ମାସ ପରେ ବିଜେଡି ଆଜି…

ରୋଜଗାର ମେଳା ମାଧ୍ୟମରେ ଓଡ଼ିଶାର ୪୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ

ଆଜି ଓଡିଶା ସମେତ ସମଗ୍ର ଦେଶର ୪୫ ଟି ସ୍ଥାନରେ ରୋଜଗାର ମେଳାର ୧୪ତମ ସଂସ୍କରଣରେ ଆଭାସୀ ଜରିଆରେ ୭୧,୦୦୦ ନବନିଯୁକ୍ତ ଯୁବକଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସ୍ଥିତ ଆଇଆଇଏମଟି ଠାରେ…

ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ଦାବି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରାକ୍‌ ବଜେଟ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ପାଇଁ ଅଧିକ ଆର୍ଥିକ ଅନୁଦାନ ଦାବି ସହ ସଡ଼କ ପ୍ରକଳ୍ପ ପାଇଁ ୨୦ ହଜାର କୋଟିର ବଜେଟ…

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହେବ ଆରମ୍ଭ ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୨୭ ଏବଂ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆସିବ । ପରୀକ୍ଷା ମୂଳକ ଭାବେ ୩୦ ଓ…

କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କଲେ ମୋଦି

କୁଏତରେ ‘ହାଲା ମୋଦି’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କଲେ । ଜାନୁଆରୀ ୮-୧୦ ରେ ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଉତ୍ସବରେ ସାମିଲ ହେବାକୁ ଅନୁରୋଧ କଲେ ମୋଦି…

ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ଅରବିନ୍ଦ ପାଢ଼ୀ

ଶ୍ରୀମନ୍ଦିରରେ ବିଶୃଙ୍ଖଳା ଅଭିଯୋଗରେ ୨ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ଆଇନ୍ 21-A ଧାରା ଅନୁସାରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।…

ପୋଲାଭରମ୍‌ ପ୍ରକଳ୍ପକୁ ନେଇ ବିଜେଡ଼ି କରିବ ଆନ୍ଦୋଳନ

ଜାନୁଆରୀରେ ପୋଲାଭୋରମକୁ ନେଇ ଆନ୍ଦୋଳନ କରିବ ବିଜେଡି। ମାଲକାନଗିରି ମୋଟୁରୁ ଭୁବନେଶ୍ୱର ଦେଇ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ। ମାଲକାନଗରିବାସୀଙ୍କ ମତାମତ ନେଇ ଆନ୍ଦୋଳନର ରୂପରେଖ ସ୍ଥିର ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରଦୀପ…

ସବରକରଙ୍କୁ ନେଇ ମୁହାମୁହିଁ ହେଲେ ରାହୁଲ ଗାନ୍ଧୀ ଏବଂ ବିଜେପି ନେତା; ପଢନ୍ତୁ ପୁରା ଖବର

ଆଜି ଭାରତର ସମ୍ବିଧାନ ଗୃହୀତ ହେବାର ୭୫ ତମ ବାର୍ଷିକୀରେ ଲୋକସଭା ଆଲୋଚନା ବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶାସକ ଭାରତୀୟ ଜନତା ପାର୍ଟି ଏବଂ ଏହାର ଆଦର୍ଶ ପରାମର୍ଶଦାତା ସଂଗଠନ (ଆରଏସଏସ) କୁ ତୀବ୍ର ସମାଲୋଚନା କରିଛନ୍ତି।…

କୁଟ୍ଟେ, ଆଶିଷ ଘଟଣାରେ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ

ଓଡିଶାର ଦୁଇ ଜଣ ଆଇପିଏସ ଅଫିସର ଯାହାଙ୍କ ବିରୁଦ୍ଧରେ ଚାର୍ଜସିଟ କରିବାପାଇଁ ଇଲେକ୍ସନ କମିଶନଙ୍କ ନିକଟରେ ବିଜେପି ଅଭିଯୋଗ କରିଥିଲା , ସରକାରକୁ ଆସିବା ପରେ କେନ୍ଦ୍ରୀୟ ଡେପୁଟେସନରେ ସେହି ଦୁଇ ଅଧିକାରୀଙ୍କୁ ପଠାଇ ଦେଇଛି । ଅଲଇଣ୍ଡିଆ ସର୍ଭିସ ରୁଲ…