Author: Nirvay

ବିମ୍ବାଧର କୁଅଁର, କାନନବାଳା, ରାଜାରାମ ଓ ରୁଦ୍ର ନାରାୟଣ ପାଇଲେ ‘ଅଟଳ ସମ୍ମାନ ୨୦୨୪’

କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିପାଇଁ ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ତାରିଖ, ତାଙ୍କ ଜନ୍ମ…

ବିଶ୍ୱର ସବୁଠୁ ବଡ ସାଣ୍ଟା କ୍ଲଜ ନିର୍ମାଣ କରି ବିଶ୍ୱ ରେକର୍ଡ଼ କଲେ ସୁଦର୍ଶନ ପଟ୍ଟନାୟକ

କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳାରେ, ବିଶ୍ୱର ସର୍ବବୃହତ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରି ୱାଲ୍ଡ ରେକର୍ଡ଼ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର,…

ରାଜନୀତିରେ ଆସିବାକୁ ରଘୁବରଙ୍କ ଇଚ୍ଛା: ବିଜୟ ପାଲ ସିଂ ତୋମାର

ଦେଶରେ ରାଜ୍ୟପାଳଙ୍କ ଏକ ବଡ଼ ଧରଣର ଅଦଳବଦଳ ହୋଇଥିବାବେଳେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ପଦରୁ ଗତକାଲି ଇସ୍ତଫା ଦେଇଥିବାବେଳେ ରାଷ୍ଟ୍ରପତି…

ନୀତିଶ ଓ ନବୀନଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ଗିରିରାଜ ସିଂହ

ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ । ୨୦୨୫ ରେ ବିହାରରେ ହେବାକୁଥିବା ବିଧାନସଭା ନିର୍ବାଚନରେ ପୁଣି ଏନଡିଏ ସରକାର ଗଠନ ହେବ । ଗତ ୧୦…

ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍‌ଯାପନୀକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ଜାନୁଆରୀ ୮ ତାରିଖରୁ ଭୁବନେଶ୍ୱର ଜନତା ମୈଦାନ ଠାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବ । ଜାନୁଆରୀ ୮ ତାରିଖରୁ ୧୦ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ । ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍‌ଯାପନୀ ଦିବସରେ ଯୋଗଦେବେ…

ଇସ୍ତଫା ଦେଲେ ରଘୁବର; ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ନୂଆ ରାଜ୍ୟପାଳ

ଆଜି ଏକ ନାଟକୀୟ ଘଟଣାକ୍ରମରେ ଓଡ଼ିଶା ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେଇଛନ୍ତି । ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡ଼ିଶା ରାଜ୍ୟପାଳ ରୂପେ ନିଯୁକ୍ତି ମିଳିଛି । ନୂତନ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି…

ପ୍ରକାଶ ପାଇଲା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ; ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ ଭାରତ

ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଆଇସିସି ସୋମବାର ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଘୋଷଣା କରିଛି । ଫେବୃଆରୀ ୧୯ ରୁ ଏହି ଟୁର୍ନାମେଣ୍ଟ ପାକିସ୍ତାନର କରାଚିରେ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୯…

ଅସଙ୍ଗତି ତଥ୍ୟ ନେଇ ନିର୍ବାଚନର ସ୍ୱଚ୍ଛତା ଉପରେ ପ୍ରଶ୍ନ କରିଛି ବିଜେଡି

ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଗତ କାଲି ଦେଶର ନିର୍ବାଚନ କମିଶନ ଙ୍କୁ ଭେଟି ଗତ ସାଧାରଣ ନିର୍ବାଚନରେ ବଡ ଧରଣର ଅସଙ୍ଗତି ଥିବା ଦର୍ଶାଇଥିବାବେଳେ ଆଜି ଶଙ୍ଖ ଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ମୁଖପାତ୍ର ଅରୁଣ…

ଆମ୍ବେଦକରଙ୍କୁ ନିୟମିତ ଅସମ୍ମାନିତ କରିଥିବା କଂଗ୍ରେସ କ୍ଷମା ପ୍ରାର୍ଥନା କରୁ: ମୋହନ ମାଝୀ

କଂଗ୍ରେସ ଅନେକ ବର୍ଷ ଧରି ସମ୍ବିଧାନର ପ୍ରତିଷ୍ଠାତା ବିଆର ଆମ୍ବେଦକରଙ୍କୁ ଅପମାନିତ କରି ଚାଲିଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ଆଧାର କରି…

ବଢ଼ିବ ନାହିଁ ବିଜୁଳି ଦାମ୍‌, ସ୍ପଷ୍ଟ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ରାଜ୍ୟରେ ବିଜୁଳି ଦାମ୍‌ ବଢ଼ିବ ନାହିଁ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସ୍ପଷ୍ଟ କରିଛନ୍ତି । ବିଜୁଳି ଦାମ୍‌ ବୃଦ୍ଧି ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ପାଖରେ ଦାବି କରିଥିଲା ଗ୍ରୀଡ୍‌କୋ । ହେଲେ ଗ୍ରିଡକୋ ଦେଇଥିବା ପ୍ରସ୍ତାବକୁ…