ଆଗକୁ ନିର୍ବାଚନ ଆସୁଛି। ଏହି ଅବସରେ ସମସ୍ତ ନେତା ନିର୍ବାଚନ ପୂର୍ବରୁ ଭଗବାନଙ୍କ ଦର୍ଶନ କରୁଛନ୍ତି। ସେହିଭଳି ଆଜି ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। -ଟିକେଟ୍ ଘୋଷଣା ପରେ ଭୁବନେଶ୍ବର ଫେରିଛନ୍ତି ସେ। ଶହ ଶହ କର୍ମୀଙ୍କ ସହ ବିଶାଳ ରାଲିରେ ଆସିକି ଦର୍ଶନ କରିବାର ଯୋଜନା ରହିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *