Anti-Drone Technology to Be Installed at Puri Jagannath Temple
ବଢ଼ିବ ଶ୍ରୀମନ୍ଦିରର ସୁରକ୍ଷା । ଏଣିକି ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି । ଏନେଇ ପୋଲିସ ବିଭାଗ ସହ ଆଇନ ବିଭାଗ ଆଲୋଚନା କରିଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
 
ଏହି ଟେକ୍ନୋଲୋଜି ଲାଗିଲେ ଡ୍ରୋନ ଉଡ଼ି ପାରିବନି । ଡ୍ରୋନ ଉଡ଼ିଲା ମାତ୍ରକେ ଏହି ଟେକ୍ନୋଲୋଜି ଦ୍ୱାରା ଖସାଇ ଦିଆଯାଇ ପାରିବ ।
 
ଆବଶ୍ୟକ ପଡିଲେ ମନ୍ଦିର ପ୍ରଶାସନ ଅର୍ଥ ଦେବ । ଏନେଇ ବିଚାର ଚାଲିଥିବା କହିଛନ୍ତି ଆଇନ ମନ୍ତ୍ରୀ । ଆଗକୁ ଲିଙ୍ଗରାଜ ମନ୍ଦିରରେ ବି ଏହା ଲାଗିପାରେ ବୋଲି ହରିଚନ୍ଦନ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *