ମହାପ୍ରଭୁଙ୍କ ପାଇଁ ଗଲା ଅଣସର ଭାର । କଟକ ନିଆଳିରୁ ଗଲା ମହାପ୍ରଭୁଙ୍କ ପାଇଁ ଅଣସର ଭାର ବାହାରିଛି । ଶ୍ରୀଜିଉଙ୍କ ମାମୁଁ ଘର ବୋଲି ପରିଚିତ ନିଆଳି ମାଧବାନନ୍ଦଜୀଉ ମନ୍ଦିରରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପରମ୍ପରା ପାଳନ କରାଯାଇଛି । ଅଣସର ସମୟରେ ମହାପ୍ରଭୁଙ୍କ ସୁସ୍ଥତା କାମନାରେ ଏଠାରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ‘ଅଣସର ଭାର’ । ଏଥିରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ, ବିଭିନ୍ନ ପ୍ରକାର ଫଳ ଓ ମହୋଷଧି, ତୁଳସୀ ଓ ଫୁଲ ଆଦି ରହିଛି । Post navigation FIFA World Cup: France beat Morocco 2-0 to enter Semi-Final Tension At FM University: ଫକିର ମୋହନ ବିଶ୍ୱବିଦ୍ୟାଳୟରେ ବିଳମ୍ୱିତ ରାତିରେ ଉତ୍ତେଜନା; ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ