ଆଜି ବିଜେପି ପାର୍ଟି ଅଫିସରେ ରାଜ୍ୟ ପଦାଧିକାରୀ ଏବଂ ପ୍ରଭାରୀ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ମଧ୍ୟ ସାମିଲ ହୋଇଛନ୍ତି । ଏହି ବୈଠକରେ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଦଳର ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହେବ । ବିଶେଷକରି ପଞ୍ଚାୟତ ସ୍ତର, ଶକ୍ତିକେନ୍ଦ୍ର ଏବଂ ବୁଥ ସ୍ତରୀୟ ସଂଗଠନକୁ କିପରି ଅଧିକ ସକ୍ରିୟ ଓ ସୁଦୃଢ଼ କରାଯିବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। Post navigation Woman Sets Self On Fire: ବ୍ରହ୍ମପୁରରେ ଅଘଟଣ; କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ Malaria Scare Returns In Rayagada: ରାୟଗଡ଼ାରେ ମ୍ୟାଲେରିଆ ଆତଙ୍କ; ଜଣେ ଛାତ୍ର ମୃତ; ୧୧ ମେଡିକାଲରେ ଭର୍ତ୍ତି