ସମ୍ବଲପୁର କୋର୍ଟକୁ ବୋମା ଧମକ। କୋର୍ଟକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଇ-ମେଲ୍ ମାଧ୍ୟମରେ ଧମକ ଦିଆଯାଇଥିବା ଜଣାପଡ଼ିଛି । ଧମକ ମିଳିବା ପରେ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ ଜାରି ରଖିଛନ୍ତି । Post navigation Minor Rape Case in Bhanjanagar: ଚିକିତ୍ସା ପାଇଁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଆୟୁଷ ଡାକ୍ତର ଅଟକ Chameli Ojha Protest: ଭୁବନେଶ୍ବର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା