ବଙ୍ଗୋପସାଗରର ମଝି ସମୁଦ୍ରରେ ନିଖୋଜ ହୋଇଯାଇଥିବା ମାଛଧରା ଟ୍ରଲର ମା କାଳୀ’ର ୧୫ ଜଣ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳିଛି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୬ ଜଣ ନିଖୋଜ ଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରୁ ୩ ଜଣ ଓଡ଼ିଆ ଥିବା ସୂଚନା ମିଳିଛି । Post navigation Bangkok Pub Fire: ବ୍ୟାଙ୍କକର ଏକ ପବ୍ରେ ଅଗ୍ନିକାଣ୍ଡ; ୨୭ମୃତ Wife arrested for abetting Suicide of CRPF Jawan in Baliguda