ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ସକାଳୁ ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚାରି ପାଖରେ ଉଡ଼ିଥିଲା ଡ୍ରୋନ୍ । ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନ୍ ସତ୍ତ୍ଵେ ପୁଣି ଉଡିଲା ଡ୍ରୋନ୍ । ରଥଯାତ୍ରା ପୂର୍ବରୁ ଏହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଟି ମଣ୍ଡପ ସାହି ମଙ୍ଗୁ ମଠ ନିକଟରୁ ଡ୍ରୋନ ଜବତ କରିବା ସହ ଚାଳକ କୋଲକାତାର ଜୟକୃଷ୍ଣ ମଣ୍ଡଳଙ୍କୁ ଅଟକ ରଖିଛି ସିଂହଦ୍ବାର ପୋଲିସ୍ । Post navigation Three Tourists Missing in Maligiri Hills: ମାଲ୍ୟଗିରି ପାହାଡ଼ରେ କେନ୍ଦୁଝରର ୩ ପର୍ଯ୍ୟଟକ ନିଖୋଜ C.P. Radhakrishnan Arrives In BBSR: ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍