ଭୁବନେଶ୍ବର ସୁନ୍ଦରପଦା ଆଜାଦ ନଗର ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ। ଭୁବନେଶ୍ୱରର ପଟିଆର ବାସିନ୍ଦା ରୋହନ ରଞ୍ଜନ ରାଉତରାୟ ଓରଫ ସାନୁ ନାମକ ଅଭିଯୁକ୍ତକୁ ବିସ୍ଫୋରଣର ପ୍ରାୟ ସାତ ମାସ ପରେ ଗିରଫ କରାଯାଇଥିଲା। ତାଙ୍କଠାରୁ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି NIA । ସୂଚନା ଅନୁଯାୟୀ; ଗତ ଜାନୁଆରୀ ୨୭ରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। Post navigation Odisha Govt revises UG Admission Timeline; Check Details Odisha Govt to Reduce Ratha Jatra Cordon Passes: ଅଧା କମିବ ଚଳିତ ବର୍ଷ ଭିଆଇପି ଓ ଭିଭିଆଇପି ରଥ କର୍ଡନ ପାସ୍ ସଂଖ୍ୟା : ଆଇନ ମନ୍ତ୍ରୀ