ବ୍ରହ୍ମପୁରରେ ଦାଦନ ଚାଲାଣ ବେଳେ ୪ ନାବାଳକ ଉଦ୍ଧାର କରାଯାଇଛି । ସୁରଟ ଚାଲାଣ ବେଳେ ଛତ୍ରପୁର ରେଳ ଷ୍ଟେସନରୁ ଉଦ୍ଧାର କରିଛି ପୋଲିସ । ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU), ଶିଶୁ କଲ୍ୟାଣ କମିଟି (CWC), ରେଳ ସୁରକ୍ଷା ବାହିନୀ (RPF) ଏବଂ ପୋଲିସ ଦ୍ୱାରା ଏହି ଅଭିଯାନ କରାଯାଇଥିଲା। ଚାଲାଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ଦୁଇ ଜଣଙ୍କୁ ଅଟକ ରଖାଯାଇଛି। Post navigation Jeypore Deputy Director of Mines Held in Bribery Case: ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ Vigilance Raids Kendrapada Forest Ranger’s properties: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ବନାଞ୍ଚଳ ବନ ଅଧିକାରୀ