ଚଳିତ ମାର୍ଚ୍ଚ ମାସରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ପଖାଳ ଦିବସରେ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ପ୍ରସଙ୍ଗକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ପଖାଳକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ସରକାରଙ୍କ ପ୍ରୟାସ କରିଛନ୍ତି। ଗିନିଜ ବୁକ୍ ରେକର୍ଡରେ ସାମିଲ କରିବା ପାଇଁ ଏଭଳି ଢଙ୍ଗରେ ପ୍ରସ୍ତୁତି ହୋଇଥିଲା । ଓଡ଼ିଆ ଖାଦ୍ୟକୁ ଫାଇଭ ଷ୍ଟାର ହୋଟେଲରେ ପହଞ୍ଚାଇବାର ଏହା ପ୍ରୟାସ କରାଯାଇଛି । Post navigation Doctors Protest in Odisha: ସାରା ରାଜ୍ୟରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ; କାଲି ଓମ୍ସା ସହ ଆଲୋଚନା ପାଇଁ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ अमरनाथ यात्रियों से पीएम मोदी की अपील: यात्रा बजट का 10% स्थानीय उत्पादों पर करें खर्च