OMSAକୁ ଆଲୋଚନା ପାଇଁ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆସନ୍ତାକାଲି ସାଢ଼େ ଏଗାରଟା ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂଘ ସହିତ ବୈଠକ ବସିବ । ଏ ନେଇ ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଏବଂ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜିବ କୁମାର ପ୍ରଧାନକୁ ସ୍ବାସ୍ଥ୍ୟ ବିଭାଗର ଚିଠି କରାଯାଇଛି । ଆନ୍ଦୋଳନକୁ ବନ୍ଦ କରି ଆଲୋଚନାରେ ଯୋଗ ଦେବାକୁ ଚିଠି ମାଧ୍ୟମରେ କୁହାଯାଉଛି । Post navigation Govt to summon Meta over promoting Child abuse content on Instagram Pakhala Dibasa 2026: ପଖାଳ ଦିବସରେ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ପ୍ରସଙ୍ଗ; ପଖାଳକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ଥିଲା ସରକାରଙ୍କ ପ୍ରୟାସ: ପ୍ରଭାତୀ ପରିଡ଼ା