୧୮ରେ ଶ୍ରୀମନ୍ଦିର ମଧ୍ୟରେ ହେବ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI)ର ମିଳିତ ସର୍ଭେ । ଓଡ଼ିଶା ସରକାର ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ମିଳିତ ବୈଷୟିକ ଯାଞ୍ଚ ପାଇଁ ସ୍ଥିର କରିଛନ୍ତି। ୧୮ ଜୁଲାଇ ପୂର୍ବାହ୍ନ ୧୦ଟା ୩୦ଟାରେ ଶ୍ରୀମନ୍ଦିରର ମିଳିତ ବୈଷୟିକ ଯାଞ୍ଚ କରାଯିବ। ଏଥିରେ ଗର୍ଭଗୃହ, ଜଗମୋହନ ଓ ନାଟ୍ୟମଣ୍ଡପର ସର୍ଭେ କରାଯିବ ନେଇ ଜଣାପଡିଛି। Post navigation ओडिशा में एल्युमिनियम क्षेत्र का सबसे बड़ा निवेश, ₹1.08 लाख करोड़ की परियोजना को मिली मंजूरी Mohan Majhi, Manmohan Samal to meet Nitin Nabin in Delhi, speculation over Cabinet expansion