ମାଲକାନଗିରିରେ ମାଟି ତଳୁ ଜବତ ହେଲା ମାଓ ବିସ୍ଫୋରକ । ମାଥିଲି ଥାନା କେରିମେଟି ଜଙ୍ଗଲରୁ ମିଳିଲା ୩ ବନ୍ଧୁକ, ଗ୍ରାନାଇଟ୍, ଲ୍ୟାଣ୍ଡମାଇନ ସହ ୩୨ ପ୍ରକାର ମାଓ ସାମଗ୍ରୀ ।ବିଏସଏଫ ଓ ଡିଭିଏଫ୍ ଯବାନଙ୍କ ମିଳିତ ଅପରେସନ ବେଳେ ଏହି ବିସ୍ଫୋରକ ଜବତ ହୋଇଛି । Post navigation TMC appoints Kalyan Banerjee as Chief Whip in Lok Sabha 12 Years Of Modi Govt: ବିଶ୍ବରେ ଅସ୍ଥିରତା ଭିତରେ ମୋଦି ଦେଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ