NEET ବିଭ୍ରାଟ ଘଟଣାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା NTA । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ସୁପ୍ରିମକୋର୍ଟଙ୍କୁ ଜଣାଇଛି ଯେ ଏହା NEET ସମେତ ଏହାର ତତ୍ତ୍ୱାବଧାନରେ ପରିଚାଳିତ ସମସ୍ତ ପରୀକ୍ଷାର ଅଖଣ୍ଡତା, ସ୍ୱଚ୍ଛତା, ନିରପେକ୍ଷତା ଏବଂ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । PPT ମୋଡ୍‌ରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । NTA ର ଅନ୍ୟ ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହୋଇଛି ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ଗମ୍ଭୀରତା ସହ ନେଇଛୁ । ପଦକ୍ଷେପ ନେବୁ।

Leave a Reply

Your email address will not be published. Required fields are marked *