ଓଡିଶା ଯାତ୍ରୀବାହୀ ବସକୁ ପଶ୍ଚିମବଙ୍ଗରେ ୩ ଲକ୍ଷ ୧୯ ହଜାର ଫାଇନ। ଗାଡ଼ିର ଫିଟନେସ , ଇନ୍ସୁରାନ୍ସ , ପରମିଟ ଥିଲେ ସୁଦ୍ଧା ଫାଇନ କଟାଯାଇ ବସକୁ ପଶ୍ଚିମବଙ୍ଗ ସରକାରଙ୍କ ପରିବହନ ବିଭାଗ ଅଟକ ରଖିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଗତ ୨୬ ତାରିଖ ଦିନ ଏକ ଘରୋଇ ବସ ପର୍ଯ୍ୟଟକଙ୍କୁ ନେଇ ପଶ୍ଚିମବଙ୍ଗ ଯାଇଥିଲା। Post navigation Congress Slams Police Violence: ଓଡ଼ିଶାରେ “ପୋଲିସ ହିଂସା” କୁ ନେଇ ବର୍ଷିଲା କଂଗ୍ରେସ