ନୀଳଗିରିର ଗୋପୀନାଥପୁର ରେଲୱେ ଷ୍ଟେସନରେ ବଡ଼ ଅଘଟଣ। ୨ଟି ମାଲବାହୀ ଟ୍ରେନ୍‌ ଉପରେ ପଡ଼ିଲା କ୍ରେନ୍ ।  ଷ୍ଟେସନ ସଂଲଗ୍ନ ସ୍ଲିପର ଫ୍ୟାକ୍ଟ୍ରିରେ ଥିବା କ୍ରେନ୍‌ ଭାଙ୍ଗି ଟ୍ରେନ୍ ଉପରେ ପଡ଼ିଲା । ଅନଲୋଡିଂ କାର୍ଯ୍ୟ ସମୟରେ ଏହି ଘଟଣା ଘଟିଛି । ଯାହା ଫଳରେ ଯାତ୍ରୀ ଟ୍ରେନ୍ ସେବା ବାତିଲ କରାଯାଇ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି।

 

Leave a Reply

Your email address will not be published. Required fields are marked *