Tag: goods trains

Crane Collapses on Freight Train: ୨ଟି ମାଲବାହୀ ଟ୍ରେନ୍‌ ଉପରେ ପଡ଼ିଲା କ୍ରେନ୍

ନୀଳଗିରିର ଗୋପୀନାଥପୁର ରେଲୱେ ଷ୍ଟେସନରେ ବଡ଼ ଅଘଟଣ। ୨ଟି ମାଲବାହୀ ଟ୍ରେନ୍‌ ଉପରେ ପଡ଼ିଲା କ୍ରେନ୍ । ଷ୍ଟେସନ ସଂଲଗ୍ନ ସ୍ଲିପର ଫ୍ୟାକ୍ଟ୍ରିରେ ଥିବା କ୍ରେନ୍‌ ଭାଙ୍ଗି ଟ୍ରେନ୍ ଉପରେ ପଡ଼ିଲା । ଅନଲୋଡିଂ କାର୍ଯ୍ୟ ସମୟରେ ଏହି ଘଟଣା ଘଟିଛି…