Clarification on Palasa–Ichchapuram Shifting: ପଲାସା-ଇଚ୍ଛାପୁରମ୍ ସେକ୍ସନ ଓଡିଶାରୁ ଅଲଗା ହେବା ନେଇ ରେଳ ମନ୍ତ୍ରାଳୟର ସ୍ପଷ୍ଟୀକରଣ

ଦକ୍ଷିଣ ତଟ ରେଳପଥ (SCoR)କୁ କିଛି ଷ୍ଟେସନ ସ୍ଥାନାନ୍ତରକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ, ଭାରତୀୟ ରେଳ ମନ୍ତ୍ରାଳୟ ଏକ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରି କହିଛି ଯେ ଏହି ପଦକ୍ଷେପ ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କରିବ ନାହିଁ । ଦକ୍ଷିଣ…

Open Sale of LPG Cylinders: ରାଜ୍ୟରେ ବନ୍ଦ ହେଲା ୫ କେଜି ଗ୍ୟାସ ବିକ୍ରି; ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ମଧ୍ୟରେ ରାଜ୍ୟରେ ଗ୍ୟାସ କଳାବଜାରୀକୁ ରୋକିବା ପାଇଁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ୫ କେଜି ଗ୍ୟାସ ବିକ୍ରି କୁ ଅନୈତିକ କହିଛନ୍ତି ଯୋଗାଣ ମନ୍ତ୍ରୀ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି…

Mukhyamantri Annapurna Yojana: ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୫ କେଜି ଅତିରିକ୍ତ ଚାଉଳ

ରାଜ୍ୟରେ ଖାଉଟୀଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ, ରାଜ୍ୟ ସରକାର ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ‘ଜାତୀୟ ଖାଦ୍ୟ ସୁରକ୍ଷା…

Quota Hike in Odisha in Higher Education: ମେଡିକାଲ ଓ ବୈଷୟିକ ଶିକ୍ଷାରେ ବଢ଼ିଲା ସଂରକ୍ଷଣ

ଶିକ୍ଷାନୁଷ୍ଠାନରେ ବଢ଼ିଲା ସଂରକ୍ଷଣ ସିଟ୍‌ ସଂଖ୍ୟା । ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର…

Earthquake in Koraput: ବିଳମ୍ବିତ ରାତିରେ ଥରିଲା କୋରାପୁଟ ଜିଲ୍ଲା

ଭୂମିକମ୍ପରେ ଥରିଲା କୋରାପୁଟ। କେହି କିଛି ବୁଝିବା ଆଗରୁ ପ୍ରାୟ ପ୍ରାୟ ୬ ରୁ ୮ ସେକେଣ୍ଡ ପାଇଁ କୋରାପୁଟବାସୀଙ୍କୁ ଦୋହଲାଇ ଦେଇଥିଲା ଭୂକମ୍ପ। ରାତି ୧୧ଟା ୩୧ ମିନିଟ୍‌ରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ। ରିକ୍ଟର ସ୍କେଲ୍‌ ଅନୁସାରେ ୪.୪…

Payal Nag stuns Sheetal Devi: ପାରା ଆର୍ଚେରୀ ୱାର୍ଲ୍ଡ ସିରିଜରେ ବିଶ୍ୱର ନମ୍ବର-୧ ତୀରନ୍ଦାଜଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ପାୟଲ ନାଗ

ପାରା ଆର୍ଚେରୀ ୱାର୍ଲ୍ଡ ସିରିଜରେ ଓଡ଼ିଶାର ପାୟଲ ନାଗ ଆଜି ଇତିହାସ ରଚିଛନ୍ତି । ସେ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଶୀତଲ ଦେବୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପାୟଲଙ୍କ ଏହି ସଫଳତା ସହ ଭାରତ ପଦକ ତାଲିକାର ଶୀର୍ଷରେ…

Negligence In Electoral Roll Duty: ଭୋଟର ତାଲିକା କାର୍ଯ୍ୟରେ ଅବହେଳା ଯୋଗୁଁ BLO ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ନିଲମ୍ବିତ

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ-୧୩୭ କାଶିନଗର ବ୍ଲକ ପୋଲିଂ…

Pravesh Utsav 2026: ବିଦ୍ୟାଳୟରେ ୧୦୦ ପ୍ରତିଶତ ନାମଲେଖା ହାସଲ କରିବାକୁ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ

ରାଜ୍ୟର ପ୍ରତି ଗାଁରେ, ପ୍ରତି ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି । ଶତ ପ୍ରତିଶତ ନାମଲେଖା ହାସଲ କରିବାକୁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ…

Highway Projects in Odisha: ଓଡ଼ିଶାରେ ହାଇୱେ ପ୍ରକଳ୍ପ ପାଇଁ ₹୪୪୭.୧୧ କୋଟି ମଞ୍ଜୁର ନେଇ ନିତିନ ଗଡ଼କରୀଙ୍କ ସୂଚନା

ଓଡ଼ିଶାରେ କୁରୁମପୁରୀ-ରାଜ ଖରିଆର ସେକ୍ସନର ଉନ୍ନତି ପାଇଁ ₹୪୪୭.୧୧ କୋଟି ମଞ୍ଜୁର ହୋଇଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ନେଇ ଆଜି ନିତିନ ଗଡ଼କରୀ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର…

Forest Clearance For Puri International Airport: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି । ଶ୍ରୀ ଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍‌-୧ ଅନୁମୋଦନ ମିଳିଛି । ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ପୁରୀ…