Kalabaisakhi Wreaks Havoc: ମୟୁରଭଞ୍ଜରେ କାଳବୈଶାଖୀର ତାଣ୍ଡବ; ୨ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଆହତ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ କାଳବୈଶାଖୀ ହୋଇଛି। ସବୁଠୁ ଅଧିକ ମୟୁରଭଞ୍ଜରେ ତାଣ୍ଡବ ରଚିଛି କାଳବୈଶାଖୀ । ପ୍ରବଳ ପବନ ‌ଯୋଗୁଁ ଅନେକ ସ୍ଥାନରେ ଚାଳଘର ଭାଙ୍ଗିଛି। ସେହିପରି କାରକୁ କ୍ଷତି ପହଞ୍ଚାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ଏହା…

BJD Issues Show Cause Notice: ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ ଜାରି କଲା ବିଜେଡି

ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ରାଜ୍ୟସଭା ନିର୍ବାଚନ ପୂର୍ବରୁ, ହ୍ୱିପ୍ ସତ୍ତ୍ୱେ ଦଳୀୟ ବିଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଅଭିଯୋଗରେ ବିଜୁ ଜନତା ଦଳ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ କାରଣ ଦର୍ଶାଅ…

Rajya Sabha Election: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିବାଦରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର

ବିବାଦ ଘେରରେ ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ । କାଲି ରାଜ୍ୟସଭା ନିର୍ବାଚନ ଥିବାବେଳେ ଠିକ୍ ଏହା ପୂର୍ବରୁ ମୁଣ୍ଡ ଟେକିଛି ବିଜେଡିର ପାଣ୍ଠି ପ୍ରସଙ୍ଗ। ଦଳର ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ସହ ଜଡିତ ଡକ୍ୟୁମେଣ୍ଟ ପ୍ରକାଶ ପାଇବା ପରେ, ଦଳ ଏବଂ…

Child Begging In Odisha: ରାଜ୍ୟରେ ହଟିବେ ଶିଶୁ ଭିକ୍ଷୁକ

ଆଉ ଭିକ୍ଷା ମାଗିବେନି ଶିଶୁ । ରାଜ୍ୟର ବିଭିନ୍ନ ସହର ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ । ରାସ୍ତାକଡ଼ରେ ଅସୁରକ୍ଷିତ ଓ ଅସହାୟ ଅବସ୍ଥାରେ ରହୁଛନ୍ତି ଲକ୍ଷ ଲକ୍ଷ ଶିଶୁ । ତେଣୁ ଏମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଥଇଥାନ ଉପରେ…

Assembly Election: ଏପ୍ରିଲରେ ହେବ ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ

ଆସିଲା ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ତାରିଖ। ରବିବାର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାରିଖ…

NHAI hikes FASTag Annual Pass Fee: ଏପ୍ରିଲ୍‌ ୧ରୁ ବଢ଼ିବ NHAI ଫାଷ୍ଟଟ୍ୟାଗ୍‌ ବାର୍ଷିକ ପାସ୍‌ ଫି

ଏପ୍ରିଲ୍‌ ୧ରୁ ବଢ଼ିବ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଫାଷ୍ଟଟ୍ୟାଗ୍‌ ବାର୍ଷିକ ପାସ୍‌ ଫି। ୨୦୨୬-୨୭ ବର୍ଷ ପାଇଁ ୩ ହଜାର ଟଙ୍କାରୁ ୩ ହଜାର ୭୫ ଟଙ୍କାକୁ ବୃଦ୍ଧି ହେବ । ପ୍ରାୟ ୫୬ ଲକ୍ଷ ୟୁଜରଙ୍କୁ ବର୍ଦ୍ଧିତ…

PCC Issues Show Cause Notice: ଦାଶରଥୀ ଗମାଙ୍ଗଙ୍କୁ ସୋ କଜ୍‌ ନୋଟିସ୍‌

ଦାଶରଥୀ ଗମାଙ୍ଗଙ୍କୁ ସୋ କଜ୍‌ ନୋଟିସ୍‌ । କାରଣ ଦର୍ଶାଅ ନୋଟିସ୍‌ ଜାରି କଲା PCC ଶୃଙ୍ଖଳା କମିଟି। ରାଜ୍ୟସଭା ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ସମୟରେ ହଠାତ୍ ଅନୁପସ୍ଥିତି ପାଇଁ କମିଟି (OPCC) ଓଡ଼ିଶାର ମୋହନାର କଂଗ୍ରେସ ବିଧାୟକ ଦାଶରଥୀ…

Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ

ଆସନ୍ତାକାଲି ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ। ମୈଦାନରେ ଅଛନ୍ତି ୫ ଜଣ ପ୍ରାର୍ଥୀ। ଘୋଡା ବେପାର ଏବଂ କ୍ରସ ଭୋଟିଂ ମଧ୍ୟରେ ଆସନ୍ତାକାଲି ଭୋଟ୍ ଦେବେ ସବୁ ଦଳର ବିଧାୟକ । ତେବେ ଆସନ୍ତାକାଲିର ରାଜ୍ୟସଭା ନିର୍ବାଚନ ଲାଗି ୩ ଦଳ…

Assembly Poll: ଆଜି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପାଇଁ ଘୋଷଣା ହୋଇପାରେ ତାରିଖ

ଭାରତୀୟ ନିର୍ବାଚନ କମିସନ ଆଜି ଅପରାହ୍ନ ୪ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି। ଏହା ପାଞ୍ଚଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିବାର ସମ୍ଭାବନା ଅଛି। ଦେଶର ମୁଖ୍ୟ…

Pradhan Mantri Ujjwala Yojana: ‘ଉଜ୍ଜ୍ବଳା’ ସିଲିଣ୍ଡର ବିପ୍ଳବ ଏବେ ବୋଝ !

୨୦୧୬ରେ ଯେତେବେଳେ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା’ ନା’ଆରମ୍ଭ ହୋଇଥିଲା, ସେତେବେଳେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି ଗ୍ରହଣ କରାଯାଇଥିଲା। ଗ୍ରାମୀଣ ମହିଳାଙ୍କୁ ଚୂଲି ଧୁଆଁରୁ ମୁକ୍ତି ଦେବା ପାଇଁ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା।…