OSSTET-2025: ଜାନୁଆରୀ ୨୧ ରେ ହେବ ଓଏସଏସଟିଇଟି-୨୦୨୫

ଆସନ୍ତା ଜାନୁୟାରୀ ୨୧ ତାରିଖରେ ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (OSSTET) । ଦୁଇଟି ସିଟିଂ​‌ରେ ଓଏସଏସଟିଇଟି ପରୀକ୍ଷା ହେବ। ଗୋଟିଏ…

Pradhan Mantri Rashtriya Bal Puraskar: ଜ୍ୟୋତ୍ସ୍ନା ଶବରଙ୍କୁ ମିଳିଲା ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଜନଜାତି ପ୍ରତିଭା ସୁଶ୍ରୀ ଜ୍ୟୋତ୍ସ୍ନା ଶବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି । ୧୭ ବର୍ଷ ବୟସ୍କା ଜ୍ୟୋସ୍ନା ଶବର ଭାରୋତ୍ତଳନ କ୍ଷେତ୍ରରେ ନିଜର ଅସାଧାରଣ ଦକ୍ଷତା…

Odisha Congress Protest: ୨୯ ଡିସେମ୍ବର ରାଜ୍ୟବ୍ୟାପୀ ବିଦ୍ୟୁତ କାର୍ଯ୍ୟାଳୟରେ ପଡ଼ିବ ତାଲା: ଭକ୍ତ ଦାସ

ଶୁକ୍ରବାର ଅପରାହ୍ନରେ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ କଂଗ୍ରେସ ଭାବନାଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ ଦାସ କହିଛନ୍ତି ଆମ କୋଇଲା, ଆମ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଊଛି । ଅଥଚ ସମଗ୍ର ଦେଶରେ ଘରୋଇ…

Gyanesh Kumar visit Odisha: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର

ଆସନ୍ତାକାଲି ଆସୁଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର । ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ECI ଜ୍ଞାନେଶ କୁମାର । କାଲି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ସହ ମହାପ୍ରଭୁଙ୍କ ଦର୍ଶନ ପରେ ବିଶ୍ୱ…

Kerala’s municipal corporations get new mayors: କେରଳରେ ବିଜେପିର ପ୍ରଥମ ମେୟର ହେଲେ ଭିଭି ରାଜେଶ

କେରଳରେ ବିଜେପିର ପ୍ରଥମ ମେୟର ହେଲେ ଭିଭି ରାଜେଶ । ନଗର ନିଗମରେ ନବନିର୍ବାଚିତ ବିଜେପି କର୍ପୋରେଟର ଏବଂ ପାର୍ଟିର ଜିଲ୍ଲା ନେତାଙ୍କ ବୈଠକରେ ଭିଭି ରାଜେଶଙ୍କୁ ମେୟର ଘୋଷଣା କରାଯାଇଛି । ଭିଭି ରାଜେଶ କେରଳ ବିଜେପିର ସମ୍ପାଦକ ଅଛନ୍ତି…

Mukhyamantri Bus Seva: ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ପିଲାଙ୍କୁ ମିଳିବ ମାଗଣା ବସ୍‌ ସେବା

ରାଜ୍ୟରେ ସ୍କୁଲ ପିଲାଙ୍କ ମିଳିବ ମାଗଣା ବସ୍‌ ସେବା । ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା (MBS) ଯୋଜନା ଅଧୀନରେ ମାଗଣା ବସ୍ ଯାତ୍ରାକୁ ଅନୁମୋଦନ କରିଛନ୍ତି।…

BJD Foundation day: ବିଜେଡି ପ୍ରତିଷ୍ଠା ଦିବସରେ ଦଳୀୟ ନେତାଙ୍କ ଉପରେ ବର୍ଷିଲେ ପ୍ରଭାତ ବିଶ୍ୱାଳ; ପଣ୍ଡିଆନ ଦମ୍ପତିଙ୍କୁ କଲେ ପ୍ରଶଂସା

ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି । ଏହି ସମୟରେ ଖୋଲା ମଞ୍ଚରେ ବିସ୍ଫୋରଣ…

BJD Will Stay For 100 Years: ଶହେ ବର୍ଷ ରହିବ ବିଜେଡି – ନବୀନ ପଟ୍ଟନାୟକ

ଆଜି ଶଙ୍ଖ ଭବନ ରେ ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି। ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ…

Vigilance Raid Forester: ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର

ଭିଜିଲାନ୍ସ ଜାଲରେ ଫରେଷ୍ଟର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟ ସେମିଳିଗୁଡ଼ାର ଫରେଷ୍ଟର ନିରଂଜନ ଶତପଥୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ନିରଞ୍ଜନଙ୍କ ୫ ଠିକଣାରେ ରେଡ୍ ଜାରି ରହିଛି । ନିରଞ୍ଜନ ଶତପଥୀଙ୍କ ସରକାରୀ…

Vigilance Raids In Malkangiri: ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଲକ କନିଷ୍ଠ ଯନ୍ତ୍ରୀ; ୪ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରି ସଦର ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ। ମାଲକାନଗିରି ଏବଂ ନବରଙ୍ଗପୁର…