Odisha Assembly’s 7th Session: ବିଧାନସଭାର ସପ୍ତମ ଅଧିବେଶନ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି

ବିଧାନସଭାର ସପ୍ତମ ଅଧିବେଶନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ଟ୍ରାଫିକ ଚଳାଚଳକୁ ସ୍ୱାଭାବିକ ରଖିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୨, ୨୦୨୬ ରୁ ଅକ୍ଟୋବର…

Oscars 2027: ଓସ୍କାର ୨୦୨୭ ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ମନୋନୀତ ହେଲା ମରାଠୀ ଫିଲ୍ମ ‘ଗୋନ୍ଧଲ’

ଭାରତୀୟ ସିନେମା ଜଗତ ପାଇଁ ଏକ ଅତ୍ୟନ୍ତ ଗୌରବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ୯୯ତମ ଓସ୍କାର ପାଇଁ ସନ୍ତୋଷ ଦାଭାକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଚର୍ଚ୍ଚିତ ମରାଠୀ ଫିଲ୍ମ ‘ଗୋନ୍ଧଲ’କୁ ଭାରତ ପକ୍ଷରୁ ଅଫିସିଆଲ୍ ଏଣ୍ଟ୍ରି…

Odisha Transport Dept Additional Secretary Arrested: ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ; ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଗିରଫ

ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। ଜଣେ ସହକର୍ମୀ ଯୁବତୀଙ୍କ ପ୍ରତି ଅସଦାଚରଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତକାଲି ଅଧରାତିରେ ଅରୁଣ ବିଶ୍ୱାଳ…

Utkal University Question Paper Leak: ଉତ୍କଳ ବିଶ୍ୱବିଦ୍ୟାଳୟରେ +୩ ସେମିଷ୍ଟାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ଉତ୍କଳ ବିଶ୍ୱବିଦ୍ୟାଳୟର ଚାଲିଥିବା ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାରର ବିଭିନ୍ନ ବିଷୟର ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରୁଥିବା ଅଭିଯୋଗ…

Municipal Elections: ପୌର ନିର୍ବାଚନ ପାଇଁ ଜାରି ହେଲା ୱାର୍ଡ଼ ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ନୂଆ ସମୟସୂଚୀ

ଓଡ଼ିଶାରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କ୍ରମରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ମ୍ୟୁନିସିପାଲିଟି ଓ ଏନ୍‌ଏସି ଗୁଡ଼ିକର ୱାର୍ଡ଼ ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପାଇଁ ଏକ ନୂତନ ଏବଂ ସଂଶୋଧିତ ସମୟସୂଚୀ…

Rajya Sabha Election Cross-Voting Case: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ମାମଲା; ୨୯ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ

ରାଜ୍ୟସଭା ନିର୍ବାଚନରେ ସଂଘଟିତ ହୋଇଥିବା ଚର୍ଚ୍ଚିତ କ୍ରସ୍‌ ଭୋଟିଂ ମାମଲାରେ ଏବେ ରାଜନୈତିକ ସରଗରମ ବୃଦ୍ଧି ପାଇଛି। ଓଡ଼ିଶା ହାଇକୋର୍ଟରେ ଏହି ମାମଲାର ଶୁଣାଣି ପ୍ରକ୍ରିୟାକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ମାମଲାର ସମ୍ପୃକ୍ତ ପ୍ରତିପକ୍ଷଙ୍କୁ ଆସନ୍ତା ୨୮…