Medical Colleges & Hospitals In Odisha: ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ବୈଠକରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା…

National Farmers Day: ଧାନକିଣା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି

ଧାନ କିଣାକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରମିଳା…

Train Toilet Travel Shame: କୁସ୍ତି ଖେଳାଳିଙ୍କୁ ଅଣଦେଖାର ତଦନ୍ତ ହେବ: ନିତ୍ୟାନନ୍ଦ ଗଣ୍ଡ

ଟ୍ରେନ୍‌ରେ ଲାର୍ଟିନ୍‌ ପାଖରେ ବସି କୁସ୍ତି ଖେଳାଳି ୟୁପି ଯିବା ପ୍ରସଙ୍ଗରେ ହେବ ତଦନ୍ତ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ…

Gold Price Hike: ଉପରମୁହାଁ ସୁନାଦର; ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି

ଆଜି ପୁଣି ଉପରମୁହାଁ ସୁନାଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ପାଇ ହେଲା ୧ ଲକ୍ଷ ୩୮ ହଜାର ୫ ଶହ ୫୦ ଟଙ୍କା । ୨୨ କ୍ୟାରେଟ୍ ୨୨ ଶହ…

Christmas And New Year Celebration: ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ୍‌

ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି କରାଯାଇଛି । ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ ରହିବେ । ବିଶେଷକରି ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ଯେପରି କୌଣସି…

BJD Rajya Sabha Elections: ରାଜ୍ୟସଭା ନିର୍ବାଚନ ବେଳେ ବିଭାଜିତ ହୋଇପାରେ ବିଜଦ

ବଡ଼ ସଂକଟ ଘଡି ଭିତର ଦେଇ ଗତି କରୁଛି ବିଜୁ ଜନତା ଦଳ । କ୍ଷମତାରୁ ଯିବାର ଦୁଇବର୍ଷ ନପୁରୁଣୁ ବିଭାଜନର କଳାବାଦଲ ଘୋଟିଗଲାଣି ବିଜଦ ଆକାଶରେ । ଅନେକ ଦଳ ଭାଙ୍ଗି ନବୀନ ପଟନାୟକ ନିଜ ଦଳକୁ ସମୃଦ୍ଧ କରିଛନ୍ତି…

Odisha Launches New Ambulances: ୧୦୮ ଆମ୍ୱୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ୱୁଲାନ୍ସ; ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ୱୁଲାନ୍ସ ଗଡ଼ିବାର…

Tree Plantation Scam In Modi’s Name: ମୋଦୀଙ୍କ ନାମରେ ବୃକ୍ଷରୋପଣ ଠକେଇ; ୫୦୦ ସ୍ଥାନରେ ୨୦ ଗଛ ଲଗାଇ ୨ଲକ୍ଷ ୮୦ହଜାର ଚଳୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ୧ କୋଟି ବୃକ୍ଷ ରୋପଣ ନିମନ୍ତେ ବ୍ୟାପକ ଆୟାଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜଙ୍ଗଲ ବିଭାଗ ରାଜ୍ୟର ସମସ୍ତ ବ୍ଲକ୍ କର୍ତ୍ତୃପକ୍ଷଙ୍କ ଜରିଆରେ ଗୋଟିଏ ଦିନରେ ୧ କୋଟି ବୃକ୍ଷ ରୋପଣ ପାଇଁ…

BJP Got Donations: ଦାନ ଆକାରରେ ୬ହଜାର କୋଟିରୁ ଅଧିକ ପାଇଛି ଭାଜପା

ଦେଶର ସମସ୍ତ ରାଜନୈତିକ ଦଳ ୨୦୨୪-୨୫ ଆର୍ଥିକ ବର୍ଷରେ ଦାନସୂତ୍ରରେ ପାଇଥିବା ଅର୍ଥର ବିବରଣୀ ନିର୍ବାଚନ କମିଶନ ନିକଟରେ ସେୟାର କରିଛନ୍ତି । ନିର୍ବାଚନ କମିଶନର ୱେବସାଇଟ୍‌ ଉପଲବ୍ଧ ତଥ୍ୟ ଅନୁଯାୟୀ, ଲୋକସଭା ଏବଂ ବହୁ ବିଧାନନସଭା ନିର୍ବାଚନର ମୂଳସାକ୍ଷୀ ବନିଥିବା…

Women Cricketers’ Match Fees Increase: ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି

ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି କଲା ବିସିସିଆଇ । ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଅଫ୍ ଆପେକ୍ସ କାଉନସିଲ୍ ଘରୋଇ କ୍ରିକେଟ୍ ରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି ଦୁଇଗୁଣ କରିବାକୁ ନିଷ୍ପତ୍ତି ନେଇଛି। ଏହା ମହିଳା କ୍ରିକେଟର…