ଦଳୀୟ ସାମାଜିକ ଗଣମାଧ୍ୟମ ଏବଂ ଆଇଟି ବିଭାଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବିଜେପି ପକ୍ଷରୁ ନୂଆ ନିଯୁକ୍ତି ଘୋଷଣା କରାଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଜ୍ୟୋତି ରଞ୍ଜନ ନାୟକଙ୍କୁ ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଏବଂ ଗୋପିନାଥ ସାହୁଙ୍କୁ ରାଜ୍ୟ ଆଇଟି ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । Post navigation Odisha CM Announces Ex-Gratia: ମଧ୍ୟପ୍ରଦେଶରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ, ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ Semicon India 2026: ସେମିକନ ଇଣ୍ଡିଆ ୨୦୨୬ରୁ ଓଡ଼ିଶା ପାଇଁ ୨୩, ୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ