OMFED To Expand Product Range: ବଜାରକୁ ଆସିବ ଓମ୍‌ଫେଡ୍‌ ଆଇସ୍‌କ୍ରିମ୍‌ ଓ ପାଣି

ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ସଂଘ (ଓମ୍‌ଫେଡ୍‌) ନିଜର ଉତ୍ପାଦ ଗୁଡ଼ିକର ପରିସର ବୃଦ୍ଧି କରିବାକୁ ଯୋଜନା କରୁଛି। ଏହି କ୍ରମରେ ଓମଫେଡ୍ ପକ୍ଷରୁ ପ୍ୟାକେଜ୍‌ଡ ପାନୀୟ ଜଳ ଏବଂ ବିଭିନ୍ନ ନୂଆ ସ୍ୱାଦର ଆଇସକ୍ରିମ୍ ବଜାରକୁ ଆଣିବାକୁ ନିଷ୍ପତ୍ତି…

MMDR Act Amendments: MMDR ଆଇନ ପ୍ରତ୍ୟାହାର ଦାବି: ଅର୍ଥନୈତିକ ଓ ବାଣିଜ୍ୟିକ ଅବରୋଧ କରିବାକୁ ବିଜେଡିର ଚେତାବନୀ

ଖଣି ଓ ଖଣିଜ ଦ୍ରବ୍ୟ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ (MMDR Act) କୁ ନେଇ ରାଜ୍ୟ ରାଜନୀତି ଅଧିକ ସରଗରମ ହେବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ…

Ganesh Chaturthi: ଆଜି ପବିତ୍ର ଗଣେଶ ପୂଜା

ଆଜି ପବିତ୍ର ଗଣେଶ ପୂଜା । ବିଘ୍ନ ବିନାଶକ ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ । ଚଳଚଂଚଳ ପୁର ପଲ୍ଲୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ ଆଜି ପୂଜା ପାଇବେ । ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନରେ…

Women’s Asia Cup: ମହିଳା ଏସିଆ କପ୍ କ୍ରିକେଟ: ଶ୍ରୀଲଙ୍କାକୁ ହରାଇ ଭାରତ ଅଷ୍ଟମ ଥର ପାଇଁ ଚାମ୍ପିଅନ୍

ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ ମୁକାବିଲାରେ ଭାରତୀୟ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଚାମ୍ପିଅନ୍ ଆଖ୍ୟା ହାସଲ କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଅଷ୍ଟମ ଥର…

Junior Hockey Asia Cup: ଏସୀୟ ଜୁନିୟର ହକିରେ ଭାରତର ଐତିହାସିକ ସଫଳତା: ପୁରୁଷ ଓ ମହିଳା ଦଳ ହେଲେ ଚାମ୍ପିୟନ୍

ଏସୀୟ ଜୁନିୟର ହକିରେ ଭାରତୀୟ ଦଳ ଐତିହାସିକ ସଫଳତା ହାସଲ କରିଛି। ଜୁନିୟର ଏସିଆ କପ୍ ହକି ଟୁର୍ନାମେଣ୍ଟରେ ଭାରତୀୟ ପୁରୁଷ ଓ ମହିଳା ଉଭୟ ଦଳ ଚାମ୍ପିୟନ୍ ହୋଇ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ମହିଳା ଫାଇନାଲ୍‌ରେ ଭାରତ ୧-୦…

BRICS Summit: ୧୮ଶ ବ୍ରିକ୍ସ ସମ୍ମିଳନୀ: ‘ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀତ୍ୱ’ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ବିଶ୍ୱସ୍ତରରେ ଆଜି ଭାରତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବିଶେଷ କରି ବ୍ରିକ୍ସ (BRICS) ସମ୍ମିଳନୀ ଭଳି ଆନ୍ତର୍ଜାତୀୟ ମଞ୍ଚରେ ଭାରତ ଦର୍ଶାଇଥିବା ଆଭିମୁଖ୍ୟ “ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀତ୍ୱ” ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି।…

Principal Arrested for Sexual Harassment in Baragada: କୋଚିଂ ବାହାନାରେ ହୋଟେଲକୁ ନେଇ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ; ଅଧ୍ୟକ୍ଷ ଗିରଫ

ବରଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କୁ କୋଚିଂ ଦେବା ବାହାନାରେ ହୋଟେଲକୁ ନେଇ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ଅଧ୍ୟକ୍ଷଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଅଧ୍ୟକ୍ଷ ଜଣକ ହେଉଛନ୍ତି ଜିଲ୍ଲାର…

Heavy Rain Alert in Odisha: ଆସନ୍ତା ୧୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସମ୍ଭାବନା: ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଏକାଧିକ ଜିଲ୍ଲା…

CM Returns to Odisha After UAE Visit: ୟୁଏଇ ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ; ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି

ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଆମ ସରକାର ନିଜର ସର୍ବାଧିକ ସାମର୍ଥ୍ୟର ଉପଯୋଗ କରୁଛନ୍ତି ବୋଲି UAE ଗସ୍ତରୁ ଫେରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି ସେ କହିଛନ୍ତି ଯେ ରାଜ୍ୟର ପୁଅ-ଝିଅ…

Asika MLA Controversy: ଅପମାନ ଓ ଧମକ ସତ୍ତ୍ୱେ ଲଢ଼େଇ; ଶଙ୍ଖ ଭବନରେ ସମ୍ବର୍ଦ୍ଧିତ ହେଲେ ହରିଡ଼ାପଦା ସରପଞ୍ଚ ଜୟନ୍ତୀ ବେହେରା

ଗଞ୍ଜାମ ଜିଲ୍ଲା ହରିଡାପଦର ଗ୍ରାମପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ନେଇ ପଞ୍ଚାୟତ ସମିତି ବୈଠକରେ ପ୍ରଶ୍ନ ପଚାରିବାରୁ ସରପଞ୍ଚ ଜୟନ୍ତୀ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଆସିକା ବିଧାୟକ ସରୋଜ ପାଢ଼ୀ, ସରପଞ୍ଚଙ୍କୁ…