ବରଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କୁ କୋଚିଂ ଦେବା ବାହାନାରେ ହୋଟେଲକୁ ନେଇ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ଅଧ୍ୟକ୍ଷଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଅଧ୍ୟକ୍ଷ ଜଣକ ହେଉଛନ୍ତି ଜିଲ୍ଲାର ବାରଡୋଲସ୍ଥିତ ଏକ ଘରୋଇ କଲେଜର ଦେବଦତ୍ତ ପ୍ରଧାନ। Post navigation Heavy Rain Alert in Odisha: ଆସନ୍ତା ୧୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସମ୍ଭାବନା: ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ